ଦେବଗଡ ଜିଲ୍ଲା ପୁଲିସ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ଶୁକ୍ରବାର ଦିନ ୧ ପର୍ଯ୍ୟନ୍ତ ଏକ ସାଇବର ଅପରାଧ ସମ୍ପର୍କୀତ ଜିଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେବଗଡ ଜିଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ମଂଚାସୀନ ରହି ସାଇବର ଅପରାଧ ରୋକିବା ନିମନ୍ତେ ସମାଜର ସମସ୍ତ ସ୍ତରରେ ସଚେତନତତା ଓ ଶିକ୍ଷାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।