ବୌଦ୍ଧ ସଦର: ଆସନ୍ତାକାଲି ବୌଦ୍ଧ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ୫୦କିମି ବେଗରେ ଝଡ଼ ପବନ ବହିବା ନେଇ ଏଲୋ ୱାର୍ଣ୍ଣିଙ୍ଗ ଜାରି
କିଛି ଦିନ ହେବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଝଡ଼ ପବନ ଲାଗିରହିଥିବା ବେଳେ l ଆସନ୍ତାକାଲି ବୌଦ୍ଧ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ୫୦ କିଲୋମିଟର ବେଗରେ ଝଡ଼ ପବନ ହେବାର ସମ୍ଭାବନା ନେଇ ଏଲୋ ୱାରନିଙ୍ଗ ଜରାକର ଯାଇଛି l ଏନେଇ ଆଜି ମଧ୍ୟାନ୍ହ ୧୨ଟା ସମୟରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବେନେଶ୍ୱର ପକ୍ଷରୁ ସୂଚନା ଜାରି କରାଯାଇଛି l