ନୂଆପଡା: ନୂଆପଡ଼ା ର ମୃତ୍ୟୁଞ୍ଜୟ ଦତ୍ତ ଗୁରୁ (ଆଲୋକ) ପ୍ରଦେଶ କଂଗ୍ରେସ କୋଷା ନ ମୋର୍ଚ୍ଚାର ର ଉପ ସଭାପତି ନିଯୁକ୍ତ
ଜାତୀୟ କଂଗ୍ରେସ କିଷାନ ମୋର୍ଚ୍ଚା ସଭାପତି ସୁଖପଲ୍ ସିଂ ଖଇରା ଙ୍କ ଅନୁମୋଦନ ପରେ ନୂଆପଡ଼ା ଜିଲ୍ଲା ସଦରମହକୁମା ର ମୃତ୍ୟୁଞ୍ଜୟ ଦତ୍ତ ଗୁରୁ(ଆଲୋକ) ଙ୍କୁ ପ୍ରଦେଶ କଂଗ୍ରେସ କିଷାନ ମୋର୍ଚ୍ଚା ତ ଉପସଭାପତି ନିଯୁକ୍ତ କରାଯାଇଛି।ଆଜି ସାନ୍ଧ୍ୟ ସାତଟା ସମୟରେ ଏହି ଖବର ପହଞ୍ଚିବା ପରେ ନୂଆପଡ଼ା କଂଗ୍ରେସ ମହଲରେ ଉତ୍ସାହ ଦେଖାଦେଇଛି।