Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ଖଲ୍ଲିକୋଟ୍: କରାଖୋଲ ନିକଟରେ ବାଇକ ଓ ସାଇକଲ ମଧ୍ୟରେ ମୁହାମୁହିଁ ଧକ୍କା; ୩ ଜଣ ଗୁରୁତର ଆହତ, ମେଡ଼ିକାଲରେ ଭର୍ତ୍ତି

Khalikote, Ganjam | Jan 13, 2026
ଖଲ୍ଲିକୋଟ ଥାନା ଅନ୍ତର୍ଗତ କରାଖୋଲ ନିକଟରେ ଆଜି ଏକ ବାଇକ ଓ ସାଇକଲ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ ଟା ସମୟରେ ରମ୍ଭା ରୁ ଏକ ବାଇକ ଖଲ୍ଲିକୋଟ ଅଭିମୁଖେ ଆସୁଥିବା ସମୟରେ ହଠାତ କରାଖୋଲ ନିକଟରେ ଏକ ସାଇକଲ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଖବର ସଂଗ୍ରହ ସୁଦ୍ଧା ଗୁରୁତର ଆହତ ମାନେ ଖଲ୍ଲିକୋଟ ମେଡ଼ିକାଲରେ ଚିକିତ୍ସାଧୀନ ଥିବା ଜଣା ପଡିଛି ।