ଲାଞ୍ଜିଗଡ: ମୁଖିଗୁଡା ସାର୍ବଜନୀନ ଦୁର୍ଗା ମଣ୍ଡପ ଠାରେ ମହାସମାରୋହର ସହିତ ମହାନବମୀ ପୂଜା ଅନୁଷ୍ଠିତ
ବୁଧବାର ପୀଠରେ ଦଶମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମଣ୍ଡପରେ ମହାନବମୀ ପୂଜା ଅନୁଷ୍ଠିତ ହେଉଛି। ମୁଖୀଗୁଡା ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପ ଠାରେ ମହାସମାରୋହରେ ମହାନବମୀ ପୂଜା ଅନୁଷ୍ଠିତ ହେଇଯାଇଛି । ସନ୍ଧ୍ୟାରେ ସନ୍ଧ୍ୟା ଆଳତି ଦର୍ଶନ ପାଇଁ ବହୁଲୋକଙ୍କ ସମାଗମ ହେଇଥିଲା।