ରାୟଗଡା: ରାସାୟନିକ ସାରର ଅଭାବି ବିକ୍ରି ନେଇ ଗୁଡାରି ସହରର ଲ୍ୟାମ୍ପସ ଗୋଦାମ ସମେତ ବିଭିନ୍ନ ସାର ଗୋଦାମ ଯାଞ୍ଚ କଲେ ତହସିଲଦାର ଏ. ସ୍ନେହଲତା
Rayagada, Rayagada | Sep 8, 2025
ରାସାୟନିକ ସାରର ଅଭାବି ବିକ୍ରି ନେଇ ସୋମବାର ସନ୍ଧ୍ୟା ରେ ଗୁଡାରି ସହରର ଲ୍ୟାମ୍ପସ ଗୋଦାମ ସମେତ ବିଭିନ୍ନ ସାର ଗୋଦାମ ଯାଞ୍ଚ କଲେ ତହସିଲଦାର।