କବିସୂର୍ଯ୍ୟନଗର: ସିଆଳିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ପରିସର ରୁ ଆସିଲା ସାଙ୍ଘାତିକ ଚିତ୍ର, ଖାଉଟି କୁ ଦିଆଯାଉଥିବା ସାମଗ୍ରୀ ରେ କଟିନି ଛଟିନି ଦୃଶ୍ୟ
ଦୁର୍ନୀତି ରେ ଭରପୁର ସିଆଳିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ରୁ ଆସିଲା ଆଉ ଏକ ଦୃନୀତି ର ଚିତ୍ର. ଗରିବ ଖାଉଟି ମାନଙ୍କୁ ଚୂନ ଲଗାଇ ମାଲେ ମାଲ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ରାଜନେତା. ସରକାରୀ ନିୟମ କୁ ଖୋଲାଖୋଲି ଉଲ୍ଲଘଂନ. ବ୍ଲକ ପ୍ରଶାସନ ନୀରବ, କାହା ଚାପରେ ଏଭଳି କାର୍ଯ୍ୟ କରୁଛନ୍ତି ପଞ୍ଚାୟତ ଅଧିକାରୀ ତାହାକୁ ନେଇ ଉଠିଛି ପ୍ରଶ୍ନ. ମାଣ୍ଡିଆ ପ୍ରଦାନ ବେଳେ ଓଜନ ହ୍ରାସ କରୁଥିବା ଚିତ୍ର ପଦାକୁ ଆସିବା ପରେ ଏବେ ହରଡ଼ ଘଣାରେ ବିଭାଗୀୟ ଅଧିକାରୀ.