ଆଠଗଡ: କାଶ୍ମୀର ରେ ଆତଙ୍କବାଦୀ ଙ୍କର ହମଲା ପରେ ମୃତ ଓଡ଼ିଆ ଙ୍କ ପାଇଁ ଆଠଗଡ଼ ବିଜେପି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା
ଭାରତ ମାଟିରେପାକିସ୍ତାନ ପ୍ରାୟୋଜିତଆତଙ୍କ ବାଦ ବିରୁଦ୍ଧରେ ବିଜେପି ପକ୍ଷରୁ ରାତ୍ରି ରେ ମହମବତୀ ଶୋଭାଯାତ୍ରା। କଟକ ଗ୍ରାମୀଣ ବିଜେପି ସଭାପତି ରାମ ମହାନ୍ତି ଙ୍କର ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।