ବରେଇପାଲି ଛକ ନିକଟରେ ସଡ଼କ ଦୁର୍ଘଟଣା ଜଣେ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 8.30 ସମୟରେ ଦୁଇ ଜଣ ଯୁବକ କୁଲୁଣ୍ଡି କୁ ଫେରୁଥିବା ସମୟରେ ବରେଇପାଲି ଛକ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା l ଯାହାଫଳରେ ରାସ୍ତାରେ ବାଇକରେ ବସିଥିବା ଦୁଇ ଜଣ ଯୁବକ ଛିଟିକି ପଡି ଜଣେ ଆହତ ହୋଇଥିଲେ l ତାଙ୍କୁ ତୁରନ୍ତ ସମ୍ବଲପୁର ସଦର ମେଡିକାଲ ଆଣି ଚିକିତ୍ସା କରାଯାଇଛି l