Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

କୁଚିଣ୍ଡା: ସରକାର ନ ଶୁଣିବାରୁ କୁନ୍ତରା ଠାରେ ରାସ୍ତା ମରାମତି କଲେ ଚାଷୀ

Kochinda, Sambalpur | Oct 22, 2025
କୁଚିଣ୍ଡା ବ୍ଲକ କୁନ୍ତରା ପଞ୍ଚାୟତ ର ପ୍ରାୟ ୫୦ ରୁ ଅଧିକ ଚାଷୀ ଙ୍କ କ୍ଷେତରେ ଯିବା ପାଇଁ ରାସ୍ତା ନ ଥିବା ବେଳେ ଚାଷୀ ଙ୍କ ସମେତ ଅନ୍ୟ ଲୋକ ମାନେ ରାସ୍ତା ସମସ୍ୟା ଭୋଗି ଆସୁଛନ୍ତି। ଅନ୍ୟପଟେ ଉକ୍ତ ରାସ୍ତା ରେ ସିମାବର୍ତ୍ତି ସୁନ୍ଦରଗଡ଼ ଜିଲ୍ଲା ର କେତେକ ଗ୍ରାମ ମଧ୍ୟ ନିର୍ଭର କରୁଛି। ଏନେଇ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନ ସହ ସ୍ଥାନୀୟ ସରପଞ୍ଚ ଙ୍କୁ ବାରମ୍ବାର ସମସ୍ୟା ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ ନ କରିବାରୁ ସ୍ଥାନୀୟ ଚାଷୀ ମାନେ ବୁଧବାର ସକାଳ ୧୦ ଟାରୁ ସନ୍ଧ୍ୟା ୫ ଟା ମଧ୍ୟରେ ଶ୍ରମ ଦାନ କରି ରାସ୍ତା ମରାମତି କରିଥିବା ଜଣାପଡିଛି।

MORE NEWS