ଭଟଲି: ନୁଆଁଗଡ ଗ୍ରାମରେ ମାଁ ରାମଚଣ୍ଡି ଙ୍କ ପୂଜନୋତ୍ସବ ଓ ଲେହେନେଶ୍ବରୀ ଙ୍କ ବଏଲ ଯାତ୍ରାରେ ଯୋଗଦାନ କଲେ ଭଟଲୀ ବିଧାୟକ
ଭଟଲୀ ବ୍ଲକ ଅନ୍ତର୍ଗତ ନୁଆଁଗଡ ଗ୍ରାମରେ ମାଁ ରାମଚଣ୍ଡୀ ଙ୍କ ପୁଜନୋତ୍ସବ ଏବଂ ମାଁ ଲେହେନେଶ୍ବରୀ ଙ୍କ ବଏଲ ଯାତ୍ରା ଅବସରରେ ଆଜି 6 PM.ସମୟରେ ଯୋଗଦାନ କଲେ ଭଟଲୀ ବିଧାୟକ ଶ୍ରୀଯୁକ୍ତ ଈରାସିସ ଆଚାର୍ଯ୍ଯ ।