Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୨୧ସ୍ଥିତ ହୋମିଓପାଥି କଲେଜ ପରିସରରେ ମାନ୍ୟବର ଯଶ୍ୱସୀ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଉଦେଶ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି

Raurkela M, Sundargarh | Sep 16, 2025
ସେପ୍ଟେମ୍ବର ୧୬ ତାରିଖ ସକାଳ ୧୦ଟା ୩୦ମିନିଟରୁ ଅପରାହ୍ନ ୧ଟା ୩୦ ମିନିଟ ପର୍ଯ୍ୟନ୍ତ,ସେକ୍ଟର ୨୧ସ୍ଥିତ ହୋମିଓପାଥି କଲେଜ ପରିସରରେ ଛାତ୍ର ଛାତ୍ରୀମାନେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ "ଅପରେସନ ସିନ୍ଦୁର"ର ସଫଳତାକୁ ସମ୍ମାନ ଦେଇ,ତାଙ୍କ ଜନ୍ମଦିନରେ ଉପହାର ସ୍ୱରୂପ ଛାତ୍ର ଛାତ୍ରୀମାନେ ୫୧ ୟୁନିଟ ରକ୍ତ ସଂଗ୍ରହ କରାଗଲା, ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଜେପି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ଓ ଛାତ୍ର ଛାତ୍ରୀମାନେ ସ୍ୱଇଛାରେ ରକ୍ତଦାନ କରିଥିବାରୁ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ

MORE NEWS