ସମ୍ବଲପୁର ମ୍ୟୁନିସିପାଲଟି: ଆସନ୍ତା ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ସମ୍ବଲପୁର ମହାନଗର ନିଗମ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି ଓ ସମନ୍ୱୟ ସଭା ଅନୁଷ୍ଠିତ
Sambalpur M, Sambalpur | Sep 11, 2025
ଆସନ୍ତା ଦୁର୍ଗାପୂଜା ଦୃଷ୍ଟିରେ ରଖି ଆଜି ସମ୍ବଲପୁର ମହାନଗର ନିଗମ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି ଓ ସମନ୍ୱୟ ସଭା ଆୟୋଜିତ ହୋଇଥିଲା l ...