ଟାଉନ ପୋଲିସ ଦ୍ୱାରା ପୁଣି ଜଣେ ସାଇବର ଠକ ଗିରଫ l ଗିରଫ ଯୁବକ ମୋଲ ବ୍ୟାଙ୍କ ଆକାଉନ୍ଟ ଖୋଲୁଥିବା ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡିଛି l ସଦର ଏସଡିପିଓ ତୁଫାନ ବାଗଙ୍କ ସୁଚନା ଅନୁଯାୟୀ, ସିବିସିଆଇଡି ର ସାଇବର ୱିଙ୍ଗ ପକ୍ଷରୁ ସୁଚନା ମିଳିଥିଲା ଯେ, ଟାଉନ ଥାନାଞ୍ଚଳରେ ଥିବା ବିଭିନ୍ନ ବ୍ୟାଙ୍କ ଗୁଡିକରେ ମୋଲ ବ୍ୟାଙ୍କ ଆକାଉନ୍ଟ ଗୁଡିକ ଖୋଲାଯାଇ ଉକ୍ତ ଆକାଉନ୍ଟ ଗୁଡିକୁ ସାଇବର ଠକେଇରେ ବ୍ୟବହାର କରାଯାଉଛି । ଏନେଇ ଟାଉନ ପୁଲିସ ଏକ ଟିମ ଗଠନ କରି କ୍ଷେତରାଜପୁର ନିବାସୀ ମେହୁଲ ମେହତା ନାମକ ଜଣେ ୩୪ ବର୍ଷିୟ ଯୁବକକୁ ଧରିଛି । ଯୁବକଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ, ୩ଟି ସିମ କାର୍