Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବରଗଡ: ଗାନ୍ଧୀ ଛକରେ ଦୁର୍ଘଟଣା ଯୋଗୁଁ ମୃତ ବ୍ୟକ୍ତିଙ୍କ ଶବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ କରାଗଲା ହସ୍ତାନ୍ତର

ବରଗଡ଼ ଗାନ୍ଧୀ ଛକରେ ଦୁର୍ଘଟଣା ହୋଇଥିବା ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶୁକ୍ରବାର ଅପରାହ୍ନ 3 ଘଣ୍ଟା ସମୟରେ ଶବ ହସ୍ତାନ୍ତର କରାଯାଇଥିବା ସୂଚନା ଦେଲା ପୋଲିସ | ସୂଚନା ଅନୁସାରେ ଆଜି ବରଗଡ଼ ଗାନ୍ଧୀ ଛକ ନିକଟରେ ଗୌରବ ବସ ଏକ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇଥିଲା | ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ଭାବେ ପଡ଼ିଥିବା ବ୍ୟକ୍ତିଙ୍କୁ ଅଟୋ ସାହାଯ୍ୟରେ ଟାଉନ ସ୍ଥିତ ହସ୍ପିଟାଲକୁ ନେଇଥିଲେ ।ହସ୍ପିଟାଲରେ ଡାକ୍ତର ମୃତ ତାଙ୍କୁ ଘୋଷଣା କରିଥିଲେ ।

MORE NEWS