ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖରଡ଼ି ଗ୍ରାମପଞ୍ଚାୟତ ଅଧିନସ୍ଥ ନଉପାଳ ରାସ୍ତାରେ ଏକ ବୁଲା କୁକୁର କାମୁଡାରେ ସ୍ଥାନୀୟ ଯୁବକ ରାଜେନ୍ଦ୍ର ପିଙ୍ଗୁଆ ଆହତ ହୋଇଥିଲେ । ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ଶୁକ୍ରବାର ରାତି 9 ଘଟିକା ସମୟରେ ଦେଖିବାକୁ ମିଳିଛି ।