କେନ୍ଦୁଝର ସହର: ନଭେମ୍ବର ମାସ ପାଇଁ କେନ୍ଦୁଝର ଜିଲ୍ଲାରେ ମିଳିତ ସାଧାରଣ ଅଭିଯୋଗ ଶୁଣାଣି କାର୍ଯ୍ୟସୂଚୀ ପ୍ରକାଶିତ
ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଶୁଣାଣିଗୁଡ଼ିକ ନିମ୍ନଲିଖିତ ତାରିଖ ଏବଂ ସ୍ଥାନରେ ସକାଳ ୧୦:୩୦ରୁ ଆରମ୍ଭ ହେବ; • ୦୩ ନଭେମ୍ବର ୨୦୨୫ (ସୋମବାର) – ଦରବାର ହଲ, କଲେକ୍ଟରେଟ୍, କେନ୍ଦୁଝର • ୧୦ ନଭେମ୍ବର ୨୦୨୫ (ସୋମବାର) – ବ୍ଲକ ଅଫିସ, ଚମ୍ପୁଆ • ୧୭ ନଭେମ୍ବର ୨୦୨୫ (ସୋମବାର) – ବ୍ଲକ ଅଫିସ, ହରିଚନ୍ଦନପୁର, ୨୪ ନଭେମ୍ବର ସାହାରପଡ଼ା ଠାରେ ହେବ ।