ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଭଅଁରଖୋଲ ସ୍ଥିତ ଭଗବାନ ପ୍ରଧାନ ମେମୋରିଏଲ ସରକାରୀ ଉଚ୍ଚ ବିଦ୍ୟାଳୟ ଭଅଁରଖୋଲ ର ସୁବର୍ଣ୍ଣ ଜୟନ୍ତୀ ପାଳନ ସମାରୋହ ଧୁମଧାମରେ ଅନୁଷ୍ଠିତ ହୋଇଛି l ଆଜି ଦ୍ଵିତୀୟ ଦିନରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ଼ତିଆ, ମୁଖ୍ୟ ବକ୍ତା ଭାବରେ ପଦ୍ମଶ୍ରୀ ହଲଧର ନାଗ, ସମ୍ମାନିତ ଅତିଥି ଭାବରେ ଲଖନପୁର ବ୍ଲକ ଶିକ୍ଷା ଅଧିକାରୀ ରାଜେନ୍ଦ୍ର ସାହୁ ଭାବରେ ଯୋଗଦେଇଥିଲେ l ସେହିପରି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବା ସମୟରେ ଶିକ୍ଷାଦାନ ଆରମ୍ଭ କରିଥିବା ଗୁରୁ ଭାବଗ୍ରାହୀ ସାହୁ, ସୁରେନ୍ଦ୍ର ପ୍ରଧାନ, ଶଙ୍କର ପ୍ରଧାନ, ଯତୀନ ପ୍ରଧାନ, ମାୟ