ଉତ୍ସବ ମୁଖରିତ ସମ୍ବଲପୁର ସହରର l ମଧ୍ୟରାତି ରେ ଧରାବତରଣ କରିବେ ପ୍ରଭୁ ଯୀଶୁ l ଆସନ୍ତାକାଲି ବଡ଼ଦିନ ଥିବା ଯୋଗୁଁ ଆଲୋକମାଳାରେ ସଜେଇ ହେଇଚି ବିଭିନ୍ନ ଚର୍ଚ୍ଚ l ଏହି ଅବସରରେ ଲୋକଙ୍କ ମଧ୍ୟ ଖୁସି ଦେଖିବାକୁ ମିଳିଛି l ସେପଟେ ମହାନଗର ଅନ୍ତର୍ଗତ ଚର୍ଚ୍ଚ ଛକରେ ଥିବା ଚର୍ଚ୍ଚରେ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ପହଞ୍ଚିଥିବା ଆଜି ରାତି 8ଟାରେ ସୂଚନା ମିଳିଛି l