ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ ଦୁର୍ଗାପାଲି ସ୍ଥିତ ମହା ନଗର ଅଫିସରେ ଅଭିଯୋଗ ଶୁଣାନୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ମହାନଗର ନିଗମ ଅନ୍ତର୍ଗତ ଦୁର୍ଗାପାଲି ସ୍ଥିତ ମହା ନଗର ଅଫିସରେ ଆଜି ଦିନ 11ଟାରେ ଜନ ଅଭିଯୋଗ ଶୁଣାନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଏହି ଅବସରରେ ଅଂଚଳ ବାସି ବିଭିନ୍ନ ସମସ୍ୟା ନେଇ କମିସନର ଙ୍କ ସହ ଆଲୋଚନା କରିଥିଲେ l