ଭୋଗରାଇ: ଜଳେଶ୍ୱରପୁର ସ୍ଥିତ ଗ୍ରାମ୍ୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନରେ ଗୁରୁ ଦିବସକୁ କଳା ଦିବସ ରୂପେ ପାଳିଲେ ବେସରକାରୀ କର୍ମଚାରୀ
Bhograi, Balasore | Sep 5, 2025
ଆଜି ପବିତ୍ର ଗୁରୁ ଦିବସ । କିନ୍ତୁ ନିଜ ଦାବିକୁ ପୂରଣ କରିବା ପାଇଁ ଏହି ଦିବସକୁ କଳା ଦିବସ ଭାବେ ପାଳନ କରୁଛନ୍ତି ଗୁରୁ । ସାରା ରାଜ୍ୟରେ...