ଅନୁଗୋଳ: ବୁଢ଼ାପଙ୍କ ଗ୍ରାମରେ ବିଦ୍ୟୁତ୍ ଆଘାତରେ ସ୍ବାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ
Anugul, Angul | Dec 30, 2025 ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢାପଙ୍କ ଗ୍ରାମରେ ଘଟିଛି ଏକ ଅଘଟଣ। ବିଦ୍ୟୁତ୍ ଆଘାତ ରେ ଦମ୍ପତି ଙ୍କର ମୃତ୍ୟୁ ଘଟିଛି। ଦୁଇ ଦମ୍ପତି ହେଲେ ବୁଢାପଙ୍କ ଗ୍ରାମର ରଥ ନାଏକ ଏବଂ ତାଙ୍କ ସ୍ତ୍ରୀ କାଗଜ ନାଏକ ବୋଲି ଜଣା ପଡିଛି। ସୂଚନା ଯେ, ବୁଢାପଙ୍କ ଗ୍ରାମର ରଥ ନାଏକ ଏବଂ ତାଙ୍କ ସ୍ତ୍ରୀ କାଗଜ ନାଏକ ଙ୍କର ଘର ବାହାରେ ଏକ ଘର ତିଆରି କରୁଛନ୍ତି। ଆଜି ଅପରାହ୍ନ ସମୟରେ ତିଆରି ଘରେ ପାଣି ପକାଇ ସଫା କରୁଥିଲେ । ସେହି ଘର ଭିତରେ ଏକ ତାର ପଡି ଥିବା, ଯାହା ଫଳରେ ସଟ୍ ସର୍କିଟ୍ ହୋଇଥିଲା। ରଥ ଙ୍କୁ କରେଣ୍ଟ ମାରୁଥିବା ଦେଖି କାଗଜ ଛଡାଇବା ପାଇଁ ଆସି ତାଙ୍କୁ ମି କରେଣ୍ଟ ମାରିଥି