ଆଜି କେନ୍ଦୁଝରର ବିଭିନ୍ନ ସ୍ଥାନରେ ମା’ କାଳୀଙ୍କ ପୂଜା ମଣ୍ଡପ ଏବଂ ମନ୍ଦିର ଦର୍ଶନ କରି ମା'ଙ୍କ ଆଶୀର୍ବାଦ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ପୂଜା କମିଟିର ସଦସ୍ୟ ଓ ସାଧାରଣ ଲୋକଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ପାଇଲି। ମା’ଙ୍କ ନିକଟରେ ସମଗ୍ର ରାଜ୍ୟର ଜନସାଧାରଣଙ୍କ ସୁଖ, ଶାନ୍ତି, ସମୃଦ୍ଧି ଏବଂ ସର୍ବକଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଛି। ମା’ଙ୍କ କୃପାରୁ ଓଡ଼ିଶା ପ୍ରଗତି ପଥରେ ଆଗେଇ ଚାଲୁ।