ଲାଞ୍ଜିଗଡ: ବିଶ୍ଵନାଥ ପୁର ଲେମ୍ପ ରେ ସାର ଅଭାବ, ଚାଷୀଙ୍କ ପ୍ରବଳ ଭିଡ଼, ସାର ନ ପାଇ ରାଜ ରାସ୍ତାକୁ ଓହ୍ଲାଇଲେ ଚାଷୀ
Lanjigarh, Kalahandi | Sep 6, 2025
ଲାଞ୍ଜିଗଡ ବ୍ଲକରେ ଥିବା ତିନି ପ୍ରାଥମିକ କୃଷି ସମବାୟ ସମିତିର ସାର ଗୋଦାମ ଗୃହଗୁଡ଼ିକରେ ୟୁରିଆ ସାର ନେବା ଚାଷୀମାନଙ୍କ ପ୍ରବଳ ଭିଡ଼ ରହିଥିବା...