ଚାଷ କାର୍ଯ୍ୟ କରୁଥିବା ବେଳେ ଅସାବଧାନତା ପାଇଁ ପାୱାର ଟିଲର ରେ ଗୋଡ଼ ପଶି ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ଗୁରୁତର ଜଣ ଙ୍କ ହେଲେ ଜୁକୁବୁ ଗ୍ରାମର ଟିହିଲୁ ସାହୁ ଙ୍କ ପୁଅ ଜଗନ୍ନାଥ ସାହୁ। ସୂଚନା ଯେ, ଆଜି ସକାଳ ସମୟରେ ଜଗନ୍ନାଥ ଘର ନିକଟରେ ଥିବା ଚାଷ ଜମି କୁ ଯାଇ ପାୱାର ଟିଲର ଯୋଗେ ଚାଷ୍ କାର୍ଯ୍ୟ କରୁଥିଲେ । ଅସାବଧାନତା ଯୋଗୁଁ ଜଗନ୍ନାଥ ଙ୍କର ଲୁଙ୍ଗି ପାୱାର ଟିଲର ରେ ପଶି ଯାଇଥିଲା। ଯାହା ଫଳରେ ପାୱାର ଟିଲର ରେ ଜଗନ୍ନାଥ ଙ୍କ ବାମ ଗୋଡ଼ ପଶି ଯାଇଥିଲା। ଜଗନ୍ନାଥ ଙ୍କ ଚିତ୍କାର ଶୁଣି ଅନ୍ୟ ଲୋକ ମାନେ ସେଠାରେ ପହଁଚି ଜଗନ୍