Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ବୌଦ୍ଧ ସଦର: ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମିଳନୀ କକ୍ଷରେ CCTNS ଏବଂ ମୋଳିକ କମ୍ପୁଟର ଦକ୍ଷତା ଉପରେ ତିନିଦିଆ ତାଲିମ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ

ଆଜି ମଧ୍ୟାନ୍ହ ପାଖାପାଖି ୧୨ଟା ସମୟରେ ବୌଦ୍ଧ ଜିଲ୍ଲା ପୋଲିସ କାର୍ଯ୍ୟାଳୟର ସମିଳନୀ କକ୍ଷରେ ଅପରାଧ ଏବଂ ଅପରାଧୀ ଟ୍ରlକକିଙ୍ଗ ନେଟୱର୍କ ଏବଂ ସିଷ୍ଟମ (CCTNS).ଏବଂ ମୋଲିକ କମ୍ପୁଟର ଦକ୍ଷତା ଉପରେ ଏକ ତିନିଦିନିଆ ତାଲିମ କାର୍ଯ୍ୟକ୍ରମ, ଜିଲ୍ଲାର ପୋଲିସ କର୍ମଚାରୀ ମାନଙ୍କୁ ନେଇ ସମାପ୍ତ ହୋଇଯାଇଛି l ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ CCTNS ପ୍ଲlଟଫର୍ମ ମାଧ୍ୟମରେ, ପୋଲିସ କର୍ମଚାରୀଙ୍କ ଡିଜିଟାଲ କ୍ଷମତା ବୃଦ୍ଧି କରିବା ଏବଂ ଅପରାଧ ପରିଚାଲନାରେ ଦକ୍ଷତା ବୃଦ୍ଧି କରିବା l

MORE NEWS