ଧରାକୋଟ: ବରଡ଼ାବାଲି ସମେତ ଅଞ୍ଚଳର ବିଭିନ୍ନ ପୂଜାମଣ୍ଡପରେ ପ୍ରଭୁ ଗଣେଷ ଙ୍କ ପୂଜା ଧୁମଧାମ ରେ ଅନୁଷ୍ଠିତ,ବରଡ଼ାବାଲି ରେ 14 ଫୁଟ ର ଗଣେଷ ବିଶେଷ ଆକର୍ଷଣ
Dharakote, Ganjam | Aug 27, 2025
ଗଣେଷ ଚତୁର୍ଥୀ ଉପଲକ୍ଷେ ଉତ୍ସବ ମୁଖର ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳ l ଗ୍ରାମାଞ୍ଚଳ ହେଉ ଅବା ଧରାକୋଟ ଗ୍ରାମ ସବୁଠି ମଣ୍ଡପ ଗୁଡିକରେ ପ୍ରଭୁ...