Public App Logo
Jansamasya
National
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

କଣ୍ଟାମାଳ: ପାଢ଼େଳ ଜଙ୍ଗଲ ରେ ଘଣ୍ଟାପଡା ପୋଲିସ ଚଢ଼ାଉ ଲକ୍ଷ ଲକ୍ଷ ଗଂଜେଇ ଗଛ ନଷ୍ଟ

ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ରେ ମାଫିଆମାନେ ହଜାର ହଜାର ଗଛ କାଟି ସେଠାରେ ଗଂଜେଇ ଚାଷ କରିଛନ୍ତି I ଏହା କୁ ମୂଲରୁ ପୋଛିବା ପାଇଁ ଅଣ୍ଟା ଭିଡିଛି ପୋଲିସ I ତେବେ ଘଣ୍ଟାପଡା ଥାନା ନାରାୟଣ ପ୍ରସାଦ ର ପଂଚାୟତ ର ପାଢ଼େଳ ଜଙ୍ଗଲ ରେବେଆଇନ ଗଂଜେଇ ଚାଷ ହୋଈଥିଲା ଉକ୍ତ ସ୍ଥାନରେ ଘଣ୍ଟାପଡା ପୋଲିସ ଟିମ ଛଡ଼ଉ କରି 52ଏକର ଜମି ରେ ଲାଗିଥିବା ଗଂଜେଇ ଗଛ କୁ କାଟି ନିଆଁ ଲଗେଇ ନଷ୍ଟ କରିଛି ପୋଲିସ ଏ ନେଇ ରାତି ଥାନା ଅଧିକାରୀ ସୂଚନା ଦେଇଛନ୍ତି I

MORE NEWS