ମହାନଗର ନିଗମ ଅନ୍ତର୍ଗତ ପିର ବାବା ଛକ ରେ ଥିବା ଏକ ହୋଟେଲ୍ରେ ମହାନଗର ନିଗମ ପକ୍ଷରୁ ଚଢ଼ାଉ କରାଯାଇଛି l ମିଳିଥବା ସୂଚନା ଅନୁଯାଇ ଉକ୍ତ ହୋଟେଲଟି ବିନା ଲାଇସେନ୍ସ ରେ ଚାଲୁଥିବା ବେଳେ ଫାୟାର ସେପ୍ଟି ବ୍ୟବସ୍ତା ନାହିଁ l ସେପଟେ ରାସ୍ତା ଅବରୋଧ କରି ହୋଟେଲ ଖାଦ୍ୟ ରାନ୍ଧୁ ଥିବା ଏହି ଚଢାଉ କରାଯାଇଛି l ସେପଟେ ଖାଦ୍ୟ ସାମଗ୍ରୀ ଜବତ କରାଯାଇଥିବା ନେଇ ଆଜି ସନ୍ଧ୍ୟା 6ଟାରେ ସୂଚନା ମିଳିଛି l