ଦେବଗଡ: ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟରେ ଜାତୀୟ କୃମି ନାଶକ ଦିବସର ଜିଲ୍ଲା ସ୍ତରୀୟ ପ୍ରାରମ୍ଭ ଉତ୍ସବ ପାଳିତ, ଯୋଗଦେଲେ ଜିଲ୍ଲାପାଳ
Debagarh, Debagarh (Deogarh) | Aug 12, 2025
ଦେବଗଡ଼ ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟରେ ଜାତୀୟ କୃମି ନାଶକ ଦିବସର ଜିଲ୍ଲା ସ୍ତରୀୟ ପ୍ରାରମ୍ଭ ଉତ୍ସବ ପାଳିତ ହୋଇଯାଇଛି। ଦେବଗଡ଼ ଜିଲ୍ଲାପାଳ...