ସୁନ୍ଦରଗଡ ସହର: ଧରୁଆଡିହି ପୋଲିସ ଦ୍ବାରା ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ତିନି ମଦ୍ୟପ ଚାଳକ ଗିରଫ, ତିନୋଟି ବାଇକ ଜବତ, ତିନୋଟି ମାମଲା ରୁଜ୍ଜୁ
Sundargarh Town, Sundargarh | Sep 11, 2025
ଆଜି ସେପ୍ଟେମ୍ୱର 11 ତାରିଖ ଗୁରୁବାର ପୁଣି ଥରେ ଧରୁଆ ଡିହି ପୋଲିସ ଜିରୋ ଟଲେରାନ୍ସ ଦେଖାଇଛନ୍ତି। ମଦ୍ୟପ ଗାଡି ଚାଳକଙ୍କ ଉପରେ ତୀକ୍ଷଣ ଦୃଷ୍ଟି...