ଢେଙ୍କାନାଳ ସଦର: କାମାକ୍ଷାନଗର ବିଜେଡିର ଉତ୍ତରାଧିକାରୀ କିଏ ହେବ,ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଏସପିଙ୍କ କାର୍ଯ୍ୟାଳୟ ନିକଟରେ ପ୍ରତିକ୍ରିୟା
ଢେଙ୍କାନାଳ କାମାକ୍ଷାନଗର ବିଜେଡିର ପୂର୍ବତନ ବିଧାୟକଙ୍କୁ ଦଳ ଶରପେଣ୍ଡ କରିବାପରେ କାମାକ୍ଷା ନଗରର କିଏ ହେବ ଉତ୍ତରା ଅଧିକାରୀ ଏହାକୁ ନେଇ ବେସ ଚର୍ଚ୍ଚା ଚାଲିଥିବା ବେଳେ ବୁଧବାର ମଧ୍ୟାହ୍ନ ୧ଟାରେ କାମାକ୍ଷାନଗର ବିଜେଡିର ଉତ୍ତରାଧିକାରୀ କିଏ ହେବ,ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ସନ୍ଦିପ ସଡ଼ଙ୍ଗୀ ଏସପିଙ୍କ କାର୍ଯ୍ୟାଳୟ ନିକଟରେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।