Public App Logo
Jansamasya
News
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ସିମୁଳିଆ: ଶାରୀଶୁଆ ଘାଟି ରେ ଭାରସାମ୍ୟ ହରାଇ ସ୍କୁଟି ରୁ ପଡି 3 ଜଣ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି

Similia, Balasore | Nov 5, 2025
ଭାରସାମ୍ୟ ହରାଇ ସ୍କୁଟି ପଡି 3 ଜଣ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି l ଖଇରା ବ୍ଲକ ଵର୍ତନା ପଞ୍ଚାୟତ ପଦୁନା ଗ୍ରାମ ର ପ୍ରଫୁଲ ବେହେରା ତାଙ୍କ ସ୍କୁଟି ରେ ମା ଓ ଝିଅ କୁ ନେଇ ସଂମ୍ପର୍କୀୟ ଘରୁ ଫେରୁଥିବା ବେଳେ ଶାରୀଶୁଆ ଘାଟି ରେ ସ୍କୁଟି ର ଅଚାନକ ବ୍ରେକ ଫେଲ ହୋଇଯିବାରୁ ଭାରସାମ୍ୟ ହରାଇ 3 ଜଣ ତଳେ ପଡିଯାଇଥିଲେ l ସ୍ଥାନୀୟ ଲୋକ ମାନଙ୍କ ସହଯୋଗ ରେ ଆଜି ବୁଧବାର ରାତି 7 ଘଟିକା ସମୟରେ ଖଇରା ମେଡିକାଲ ରେ ଭର୍ତ୍ତି କରିଥିଲେ l ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଭଦ୍ରକ ମେଡିକାଲ କୁ ସ୍ଥାନାନ୍ତର କରିଛନ୍ତି l