ଆସିକା: ମଙ୍ଗଳପୁର ସେବା ସମବାୟ ସମିତି ଆଗରେ ଚାଷୀ ଙ୍କ ଲମ୍ବା ଲାଇନ,ଖୋଲୁନି ତାଲା ଚଷୀ ଙ୍କୁ ମିଳୁନି ସାର,ଚାଷୀ ଙ୍କ ମଧ୍ୟରେ ପ୍ରକାଶ ପାଇଛି ଉତେଜନା
Asika, Ganjam | Sep 12, 2025
ଗଞ୍ଜାମ ଜିଲ୍ଲା ରେ ସବୁଠି ଲାଗିରହିଛି ସାରା ସମସ୍ୟା l ଚାଷୀ ସାର ପାଇଁ ରାତି ଅଧାରୁ ସମବାୟ ସମିତି ଆଗରେ ଧାଡିରେ ଛାଡି ହେଉଥିବା ବେଳେ...