Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଭଟଲି: ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ମୁରୁମକେଲରେ ବାର୍ଷିକ ଉତ୍ସବ ଉଦଯାପିତ,

ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ମୁରୁମକେଲରେ ବାର୍ଷିକ ଉତ୍ସବ ଉଦଯାପିତ, ଭଟଲିବ୍ଲକ ପିଏମଶ୍ରୀ ସରକାରୀ ଉଚ୍ଚବିଦ୍ୟା ଳୟ ମୁରୁମ କେଲରେ ଚାଲି ଥିବା ବାର୍ଷିକ ଉତ୍ସବ ଆଜି ଅପରାହ୍ନ ୩ ଟାରେ ଉଦଯାପିତ ହୋଇଯାଇଛି। ପ୍ରଧାନଶିକ୍ଷକ ଗଜପତି ଡ଼ନସନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭଟଲି ବିଧାୟକ ଙ୍କ ମାଆ ତଥା ଭଟଲି ରାମଚନ୍ଦ୍ର ଆଚାର୍ଯ୍ୟ ପାଠାଗାର ର ସଭାନେତ୍ରୀ ସିନ୍ଧୁନନ୍ଦିନୀ ଆଚାର୍ଯ୍ୟ, ମୁଖ୍ୟବକ୍ତାଭାବାରେ ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବାଳଗୋବିନ୍ଦ ସାହୁ, ସମ୍ମାନିତ ଅତିଥି ଭାବରେ ଭଟଲି ସତିହାରୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଥିଲେ।

MORE NEWS

ଭଟଲି: ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ମୁରୁମକେଲରେ ବାର୍ଷିକ ଉତ୍ସବ ଉଦଯାପିତ, - Bhatli News