ତେଲକୋଇ: ତେଲକୋଇ ରେଞ୍ଜ ବନ୍ଧନଝରୀ ସଂରକ୍ଷିତ ଜଙ୍ଗଲ ରାସ୍ତାରେ ବାଘ ପାର ହେଉଥିବାର ସୂଚନା
କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ୍ ବନ୍ଧନଝରୀ ସଂରକ୍ଷିତ ଜଙ୍ଗଲ ରାସ୍ତାରେ ବାଘ ,ବାଘକୁ ନେଇ ଲୋକେ ଦେଖିଥିବାର ସୂଚନା ଆଦି ରବିବାର ରାତ୍ରୀ ୧୧. ୩୦ ମି. ର ସୂଚନା । ବାଘକୁ ନେଇ ଅଞ୍ଚଳରେ ଭୟର ବାତାବରଣ ।