ପଟାଙ୍ଗି ବ୍ଳକର ବାରଜ ଗ୍ରାମ ନିକଟରେ ଭାରତ ମାଳ ପ୍ରକଳ୍ପର ୬ ଲାଇନ ବିଶିଷ୍ଟ ରାସ୍ତା ନିର୍ମାଣ ଚାଲିଥିବା ବେଳେ ବାରଜ ଗ୍ରାମ ନିକଟରେ ୩.୪ କିଲୋମିଟର ଯୋଡ଼ା ଟୋନେଲ ଉଦଘାଟନ ପୁର୍ବରୁ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଛି। ପର୍ୟଟକ ଗହଳି ସହ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଛି ଯୋଡ଼ା ଟୋନେଲ ଏନେଇ ଆଜି ଦିନ ୨ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ପର୍ଯ୍ୟଟକ।