ରେଙ୍ଗାଲି: ଚିପିଲିମା ଜଳ ବିଦ୍ୟୁତ କେନ୍ଦ୍ରରେ ଅଗ୍ନିକାଣ୍ଡ
ଚିପିଲିମା ଜଳ ବିଦ୍ୟୁତ କେନ୍ଦ୍ରରେ ଅଗ୍ନିକାଣ୍ଡ l ଅଗ୍ନିକାଣ୍ଡ ରେ ପାୱାର ହାଉସ ର ସର୍କିଟ ୨ ସିଟି ଫାଟି ଭୟଙ୍କର ଅଗ୍ନିକାଣ୍ଡ l ଅଗ୍ନିକାଣ୍ଡ ଯୋଗୁଁ ପାୱାର ହାଉସ ର ଅନେକ କେବୁଲ ଟ୍ରେଞ୍ଚ ରେ ନିଆଁ ଲାଗି ନଷ୍ଟ ହୋଇଯାଇଛି କେବଲ l କଣ୍ଟ୍ରୋଲ ରୁମ୍ ରୁ ଆସିଥିବା ବିଭିନ୍ନ କେବୁଲ୍ ରେ ନିଆଁ ଲାଗିଛି ଓ ବିଭିନ୍ନ ଯନ୍ତ୍ରାଂଶ ଜଳି ଯାଇଛି l ଯାହା ଫଳରେ ଚିପିଲିମା ଅଂଚଳରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି l ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ନିଆଁ ଲିଭାଇଛି l ନିଆଁ କିପରି ଲାଗିଲା ତାହା ଅସ୍ପଷ୍ଟ ରହିଛି l ତେବେ ଏହି ନିଆଁ ଲାଗିବା ଫଳରେ ଲକ୍ଷାଧିକ ଟଙ୍କ