ବଡସାହି: ବଡସାହିକୁ ବିଭାଜନକରି ସାନକେରକଠାରେ ନୂତନବ୍ଲକ ପ୍ରତିଷ୍ଠା ପାଇଁ ସାନକେରକ ୟୁପିସ୍କୁଲରେ ଆୟୋଜିତ ୨ୟବୈଠକରେ ଜନପ୍ରତିନିଧି, ବୁଦ୍ଧିଜୀଵୀ ସାମିଲ
Barsahi, Mayurbhanj | Aug 31, 2025
ବଡ଼ସାହି ବ୍ଲକ ତଥା ଥାନା ଅଧୀନ ସାନକେରକ ଉଚ୍ଚପ୍ରାଥମିକ ସ୍କୁଲରେ ବଡ଼ସାହି ବ୍ଲକକୁ ବିଭାଜନ କରି ୧୧ଗୋଟି ଗ୍ରାମପଞ୍ଚାୟତକୁ ନେଇ ସାନକେରକ ଠାରେ...