କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ସାଲିଆ ଡ୍ୟାମ ରେ ନିର୍ମାଣ ଧୀନ ପ୍ରକଳ୍ପ କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ଚାଷୀ
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବେଗୁନିଆପଡା ବ୍ଲକ ସାଲିଆ ଡ୍ୟାମ ଠାରେ ଚାଲିଥିବା ପ୍ରକଳ୍ପ ର ନିର୍ମାଣ କାର୍ଯ୍ୟ ଚାଲୁ ଥିବା ବେଳେ ଚାଷୀଙ୍କୁ ପାନୀୟ ଜଳ ଯୋଗାଣ କୁ ନେଇ ଚିନ୍ତାରେ କିଛି ଚାଷୀ ଆଜି ନିଜ ପ୍ରତିକ୍ରିୟା ମାଧ୍ୟମରେ କହିଛନ୍ତି.