ବୌଦ୍ଧ ସଦର: ଜଡ଼ାପାଲ ଗ୍ରାମ ଏରିଆରେ ଚାଲିଥିବା ମଦତିଆରି ଆଡାରେ ବୌଦ୍ଧ ଅବକାରୀ ପୋଲିସର ଚଢ଼ାଉ ୨୪୦ପୋଚ ନଷ୍ଟ
ଆଜି ରାତ୍ର ୮ଟା ସମୟରେ ଜିଲ୍ଲା ଅବକାରୀ ଅଧିକାରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜାରି ସୂଚନା ଅନୁସାରେ l ବୌଦ୍ଧ ବ୍ଲକ ବାଉଁଶୁଣି ଥନା ଅନ୍ତର୍ଗତ ଜଡ଼ାପାଲ ଗ୍ରାମ ଏରିଆ ମହୁ ମଦ ରନ୍ଦା ଯାଉଥିବାର ଖବର ପାଇ l  ଆଜି ସକାଳ ପାଖାପାଖି ୯ଟା ସମୟରେ ବୌଦ୍ଧ ଅବକାରୀ ଥାନାର ଏକ ଟିମ ASI ଅସିତକୁମାର ପ୍ରଧାନଙ୍କ ସହିତ ଜଡ଼ାପାଲ ଗ୍ରାମ ଏରିଆରେ ଚଢ଼ାଉ କରି ୨୪୦କେଜି ମହୁଲ ପୋଚକୁ ଅବତ କରି ନଷ୍ଟ କରି ୧୪୭/୨୫-୨୬ରେ ନଷ୍ଟ କରିଛନ୍ତି l ଏନେଇ ବୌଦ୍ଧ ଅବକାରୀ ଥାନାର ASI ଆସିତ କୁମାର ପ୍ରଧାନ ସୂଚନା ଦେଇଛନ୍ତି