ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ୱେବ ସାଇଟକୁ ହ୍ୟାକ କରାଯାଇଛି । ପାକିସ୍ଥାନୀ ହ୍ୟାକର ମାନେ ଏହି ହ୍ୟାକ କରିଥିବାର ସୁଚନା ମିଳିଛି । ୱେବ ସାଇଟକୁ ହ୍ୟାକ କରାଯାଇ ସେଠାରେ ପାକିସ୍ଥାନୀ ପତାକା ସହିତ ପାକିସ୍ଥାନ ଜିନ୍ଦାବାଦ ଉଲ୍ଲେଖ୍ୟ କରାଯାଇଛି । ଏହି ଘଟଣାକୁ ନେଇ ଜିଏମୟୁର ଡେପୁଟି ରେଜିଷ୍ଟାର ଉମାଚରଣ ପତି ଅଧିକ ସୂଚନା ଦେଇଛନ୍ତି l