ରାଉରକେଲା ମ୍ୟୁନିସିପାଲଟି: ସାଢେ ଚାରି କୋଟି ଓଡ଼ିଆଙ୍କ ପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଜନ୍ମଦିନ ପାଳନ କଲେ ରାଉରକେଲା ବିଜୁ ଜନତା ଦଳ
ଅକ୍ଟୋବର ୧୬ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଜନ୍ମଦିନ ପାଳନ ଅବସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ପ୍ରଚେଷ୍ଟାରେ ରାଉରକେଲା ସରକାରୀ ହସ୍ପିଟାଲଠାରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା, ସେହିପରି ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସିତ ରୋଗୀମାନଙ୍କୁ ସକାଳ ୧୦ଟାରେ. ପ୍ରିୟ ରାଉରକେଲା ବିଧାୟକ ସାରଦା ଭାଇ ଫଳ ବଣ୍ଟନ କଲେ