କୋରାପୁଟ ସହର: କୋରାପୁଟ ସଦର ପୋଡାଗଡ ଚର୍ଚ୍ଚରେ ପ୍ରଧାନ ସଭା ରୁ ମହା ସଭା ନିମନ୍ତେ ସଭ୍ୟ ନିର୍ବାଚନ ଅନୁଷ୍ଠିତ।
କୋରାପୁଟ ପ୍ରଧାନ ସଭା ରୁ ମହା ସଭା ନିମନ୍ତେ ସଭ୍ୟ ନିର୍ବାଚନ ଅନୁଷ୍ଟିତ । ପୋଡ଼ା ଗଡ ପ୍ୟାରିସ ମଣ୍ଡଳୀରେ ଆଜି ମହା ସଭା ନିମନ୍ତେ ସଭ୍ୟ ନିର୍ବାଚନ ନିମନ୍ତେ ମତ ଦାନ ଅନୁଷ୍ଟିତ ହୋଇଥିଲା। ଏଥିରେ ପ୍ରାୟ 8ଟି ପ୍ୟାରିସ ର ସଭ୍ୟ ସଭ୍ୟା ଯୋଗ ଦେଇ ଥିଲେ । ନିର୍ବାଚନ ପରିଚାଳନା କରିଥିଲେ କୋରାପୁଟ ପ୍ରଧାନ ମଣ୍ଡଳୀର ପରିଚାଳକ rev rend ବିରଞ୍ଚି ଖୋସ୍ଲା। ଏଥିରେ ପ୍ରାୟ 25 ଜଣ ବିଭିନ୍ନ ପଦ ପାଇଁ ନିର୍ବାଚନ ଲଢିଥିଲେ । ସେଥି ମଧ୍ୟରୁ ପୁରୁଷ ସଭ୍ୟ ଭାବେ ବିରଜ୍ କୁମାର ଵେନିଆ ମହେନ୍ଦ୍ର କୁଲଦୀପ ମୋନଜ କୁଲଦୀପ ନିଜ ନିଜ ପ୍ରତିଦ୍ବନ୍ଦୀ ଙ୍କୁ ହରାଇ ବିଜୟୀ ହୋଇ ଥିଲେ। ସେହି ପରି ମ