ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଢେଙ୍କାନାଳ ଥିଙ୍କର୍ସ ଫୋରମର ୪ର୍ଥ ବାର୍ଷିକ ଉତ୍ସବ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲଠାରେ ଆଜି ସନ୍ଧ୍ୟାରେ ଉଦ୍ଜାପିତ ହୋଇଯାଇଛି। ଆଜି ସକାଳେ ଅନୁଷ୍ଠାନ ପକ୍ଷରୁ ବସଷ୍ଟାଣ୍ଡ ନିକଟରେ ସ୍ଥାପିତ ଢେଙ୍କା ସର୍ଦ୍ଧାରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଏକ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମମାନ ହୋଇଥିଲା। ସନ୍ଧ୍ୟାରେ ମାନ୍ୟଗଣ୍ୟ ଅତିଥିମାନଙ୍କ ଦ୍ୱାରା ଉଦ୍ଜାପନ ଉତ୍ସବ ପାଳିତ ହୋଇଥିଲା I ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପାରଙ୍ଗମ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମୂର୍ଦ୍ଧିତ କରାଯାଇ