ଭଦ୍ରକ ଗ୍ରାମାଞ୍ଚଳ: ନିଳୋକ-ଓଳମ ରାସ୍ତାର ଗ୍ରାମବାସୀ ମାନେ ବାଲି ଗାଡ଼ି ଅଟକାଇଥିବା ବେଳେ ବାଲି କୁ ରାସ୍ତା ମଝିରେ ଢାଳି ଫେରାର ମାଫିଆ
Bhadrak Rural, Bhadrak | Aug 17, 2025
ବନ୍ତ ଥାନା ଅଧିନସ୍ଥ ନିଳୋକ ପଞ୍ଚାୟତର ନିଳୋକ-ଓଳମ ରାସ୍ତାର,ଗ୍ରାମବାସୀ ମାନେ ଅମୃତପୁର ବାଲି ଘାଟରୁ ଆସୁଥିବା ୪ ଗୋଟି ଚୋରା ବାଲି ବୋଝେଇ...