ନୟାଗଡ: ମଗରବନ୍ଧ ଗ୍ରାମ ପରିସରରେ ଗ୍ରାମ ସମସ୍ୟା ସମାଧାନ ପାଇଁ ପୋଲିସ ର ବୈଠକ ଅନୁଷ୍ଠିତ
ଗ୍ରାମ ସମସ୍ୟା ସମାଧାନ ପାଇଁ ପୋଲିସ ର ବୈଠକ। ସୂଚନା ମୁତାବକ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ମଗରବନ୍ଧ ଗ୍ରାମ ପରିସରରେ ଗ୍ରାମ ସମସ୍ୟା ସମାଧାନ ପାଇଁ ପୋଲିସ ର ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନା ମୁତାବକ ଗ୍ରାମ ର କୌଣସି ସମସ୍ୟା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଆଜିର କାର୍ଯ୍ୟକ୍ରମ ରେ ସରଣକୁଳ ଥାନା ଆଇଆଇସି ଉପସ୍ଥିତ ରହିଥିଲେ,ତତ୍ ସହିତ ଓଡ଼ଗାଁ ତହସିଲଦାର ଉପସ୍ଥିତି ରହିଥିଲେ। ଆଜିର କାର୍ଯ୍ୟକ୍ରମ ରେ ଗ୍ରାମ ବାସୀ ମାନେ ସହଯୋଗ ମଧ୍ୟ କରିଥିଲେ।