ଭୁବନେଶ୍ୱର ରେ ରାଜ୍ୟ ସ୍ତରୀୟ କଳା ଉତ୍ସବ ପ୍ରତିଯୋଗିତାରେ,ଦ୍ୱିତୀୟ ସ୍ଥାନରେ ତେନ୍ତୁଳିଖୁଣ୍ଟି ପିଏମ ଶ୍ରୀ ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଜ୍ୟ ସ୍ତରୀୟ କଳା ଉତ୍ସବ ପ୍ରତିଯୋଗିତା ରେ ତେନ୍ତୁଳିଖୁଣ୍ଟି ପିଏମ ଶ୍ରୀ ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵିତୀୟ ସ୍ଥାନ ଅଧିକାର କରି ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣିଛି । ବିଦ୍ୟାଳୟ ଛାତ୍ରୀ ମାନେ ଗ୍ରୁପ ଡେନ୍ସ କରି ରାଜ୍ୟ ରେ ଦ୍ଵିତୀୟ ସ୍ଥାନ ରଖିଛନ୍ତି । ଯାହାକି ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବ ର ବିଷୟ ହୋଇଛି ।