ପାଟଣା ବନ ବିଭାଗ କାର୍ଯ୍ୟାଳୟ ପରିସରରେ ଆଜି ପାଟଣା ବନାଞ୍ଚଳ ସ୍ତରୀୟ ବନ ସୁରକ୍ଷା ସମିତି ବୈଠକ ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପାଟଣା ବନପାଳ ନିରଞ୍ଜନ ସେଠୀ, ସାହାରପଡା ବାନପାଳ ଶ୍ରିମନ୍ତ ବେହେରା ଖିରେଇଟାଙ୍ଗୀରି ବନପାଳ ପୂର୍ଣ୍ଣ ଚନ୍ଦ୍ର ମହାନ୍ତ ,ଟିମ୍ ଲିଡର ରଣଜିତ୍ ପଲେଇ ପ୍ରମୁଖ ସାମିଲ ଥିବାବେଳେ ମୁଖ୍ୟ ଅତିଥି ଭାବେ ପାଟଣା ସାଂସଦଙ୍କ ପ୍ରତିନିଧି ତଥା ପ୍ରହଲ୍ଲାଦ କୁମାର ପଲେଇ ଯୋଗ ଦେଇଥିଲେ । ସଂମ୍ମାନିତ ଅତିଥିଭାବେ ସାହାରପଡା ଜିଲ୍ଲା ପରିଷଦ ବୁଧଦେବ ମହ