Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବାଲେଶ୍ବର ମ୍ୟୁନିସିପାଲଟି: ରାମେଶ୍ବର ମନ୍ଦିର ପଡିଆ ଠାରେ ଆମ ପରମ୍ପରା ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ

Baleshwar M, Balasore | Dec 14, 2025
ବାଲେଶ୍ଵର ଜିଲ୍ଲା ବାଲିଆ ସ୍ଥିତ ରାମେଶ୍ବର ମନ୍ଦିର ପଡିଆ ଠାରେ ଆମ ପରମ୍ପରା ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।ଏହି ଅବସରରେ ସହଦେବଖୁଣ୍ଟା ଥାନା ଆଇଆଇସି ଓ ଅନ୍ୟାନ୍ୟ ଅତିଥି ଉପସ୍ଥିତ ରହି ରବିବାର ରାତ୍ରି ୮:୩୦ରେ କୃତି ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କୁ ପୁରସ୍କୃତ କରିଥିଲେ।
ବାଲେଶ୍ବର ମ୍ୟୁନିସିପାଲଟି: ରାମେଶ୍ବର ମନ୍ଦିର ପଡିଆ ଠାରେ ଆମ ପରମ୍ପରା ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ - Baleshwar M News